ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୂପାୟିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୂପାୟିତ   ବିଶେଷଣ

ଅର୍ଥ : ଧୂପଆଦି ଜାଳି ସୁଗନ୍ଧିତ କରାଯାଇଥିବା

ଉଦାହରଣ : ରଜନୀ ନିଜର ଧୂପିତ ବାଳକୁ ଜୁଡ଼ା କରୁଛି

ସମକକ୍ଷ : ଧୂପିତ


ଅନ୍ୟ ଭାଷାରେ ଅନୁବାଦ :

धूप आदि जलाकर सुगंधित किया हुआ।

रजनी अपने धूपित बालों का जूड़ा बना रही है।
धूपायित, धूपित