ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧଳାପରଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧଳାପରଳ   ବିଶେଷ୍ୟ

ଅର୍ଥ : ଆଖିର ଗୋଟିଏ ରୋଗ ଯେଉଁଥିରେ ପୁଅଡୋଳା ଉପରେ ଧଳାରଙ୍ଗର ଗୋଟେ ଫୁଲା ଭଳି ପଡ଼ିଯାଏ

ଉଦାହରଣ : ଜେଜେମା’ଙ୍କ ଆଖିରେ ଧଳାପରଳ ମାଡ଼ିଗଲାଣି

ସମକକ୍ଷ : ପରଳ


ଅନ୍ୟ ଭାଷାରେ ଅନୁବାଦ :

आँख का एक रोग जिसमें पुतली पर श्वेतवर्ण की एक फूली सी पड़ जाती है।

दादी की आँख में अव्रणशुक्र हो गया है।
अव्रण, अव्रणशुक्र