ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧର୍ମାଡ଼ମ୍ବରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧର୍ମାଡ଼ମ୍ବରତା   ବିଶେଷ୍ୟ

ଅର୍ଥ : ତଥାକଥିତ ଧର୍ମାଚାର୍ଯ୍ୟମାନଙ୍କର ଆଡ଼ମ୍ବର ତଥା ସିଧାସାଧା ଧର୍ମନିଷ୍ଠ ଲୋକମାନଙ୍କୁ ନିଜ ଜାଲରେ ଫସାଇବାର କାମ

ଉଦାହରଣ : ଧର୍ମାଡ଼ମ୍ବରତା କାରଣରୁ ଧର୍ମାଚାର୍ଯ୍ୟଙ୍କ ଉପରେ ଲୋକଙ୍କର ବିଶ୍ୱାସ ତୁଟି ଯାଉଛି


ଅନ୍ୟ ଭାଷାରେ ଅନୁବାଦ :

कथित धर्माचार्यों के आडंबर तथा सीधे-साधे धर्मनिष्ठ लोगों को अपने जाल में फँसाने का कार्य।

पोपलीला के कारण धर्माचार्यों पर से लोगों का विश्वास उठता जा रहा है।
पोपलीला