ଅର୍ଥ : ସୌରଜଗତର ସେହିଗ୍ରହ ଯାହା ଉପରେ ଆମେ ସବୁ ବାସ କରୁଛୁଁ
ଉଦାହରଣ :
ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀ ଶେଷନାଗଙ୍କ ଫଣା ଉପରେ ତିଷ୍ଠି ରହିଛି
ସମକକ୍ଷ : ଅଚଳା, ଅବନୀ, ଧରଣୀ, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ମହୀ, ମାଟିମା’, ରସା
ଅନ୍ୟ ଭାଷାରେ ଅନୁବାଦ :
सौर जगत का वह ग्रह जिस पर हम लोग निवास करते हैं।
चन्द्रमा पृथ्वी का एक उपग्रह है।ଅର୍ଥ : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି
ଉଦାହରଣ :
ଧର୍ମଗ୍ରନ୍ଥରେ ପୃଥିବୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ବୋଲି କୁହାଯାଇଛି
ସମକକ୍ଷ : ଅବନୀ, କ୍ଷିତି, ଧରଣୀ, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ଭୂ-ଦେବୀ
ଅନ୍ୟ ଭାଷାରେ ଅନୁବାଦ :
हिन्दू धर्म ग्रंथों में वर्णित एक देवी जो सारे संसार को धारण की हुई हैं।
धर्म ग्रंथों में पृथ्वी को भगवान विष्णु की पत्नी कहा गया है।A Hindu goddess who releases from sin or disease. Mother of the Adityas.
aditiଅର୍ଥ : ଗୋଟିଏ ମାପ
ଉଦାହରଣ :
ଏକ ଧରାର ପରିମାଣ ଚାରି ସେର ସହିତ ସମାନ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଭୂମି ଜଳ ଶୂନ୍ୟ
ଉଦାହରଣ :
ପୃଥିବୀର ଏକ ତୃତୀୟାଂଶ ସ୍ଥଳଭାଗ
ସମକକ୍ଷ : ଧରିତ୍ରୀ, ଭୂଇଁ, ଭୂମି, ସ୍ଥଳ
ଅନ୍ୟ ଭାଷାରେ ଅନୁବାଦ :
The solid part of the earth's surface.
The plane turned away from the sea and moved back over land.ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ଧରାର ପ୍ରତ୍ୟେକ ଚରଣରେ ଗୋଟିଏ ତଗଣ ଏବଂ ଗୋଟିଏ ଗୁରୁ ଥାଏ
ଅନ୍ୟ ଭାଷାରେ ଅନୁବାଦ :