ଅର୍ଥ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
ଉଦାହରଣ :
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
ସମକକ୍ଷ : କଟୂବାଣୀ, ଗାଳି, ଭର୍ତ୍ସନା, ଶୋଧା
ଅନ୍ୟ ଭାଷାରେ ଅନୁବାଦ :
A severe scolding.
bawling out, castigation, chewing out, dressing down, earful, going-over, upbraidingଅର୍ଥ : ମନରେ ଡରଥାଇ ଉପରକୁ ପ୍ରକାଶ କରାଯାଉଥିବା ମିଛ କ୍ରୋଧ ବା ଏହି ପ୍ରକାର ଦିଆଯାଉଥିବା ଧମକି
ଉଦାହରଣ :
ମୁଁ ତୁମର ଧମକରେ ଡରୁ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
मन में डरते हुए ऊपर से प्रकट किया जानेवाला बनावटी क्रोध या इसी प्रकार दी जानेवाली धमकी।
हम तुम्हारी गीदड़ भभकी से डरनेवाले नहीं।ଅର୍ଥ : ଗାଳିକରିବା କ୍ରିୟା
ଉଦାହରଣ :
ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି
ସମକକ୍ଷ : ଗାଳି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜୋରରେ ପାଦ ରଖିବାର ଆବାଜ ବା ପଦଧ୍ୱନି
ଉଦାହରଣ :
ଘରମାଲିକର ଦୁମଦୁମ ପାଦଶବ୍ଦ ଶୁଣିକରି ଚୋର ପଳାଇଗଲେ
ସମକକ୍ଷ : ଦୁମଦୁମ ପାଦଶବ୍ଦ
ଅନ୍ୟ ଭାଷାରେ ଅନୁବାଦ :