ଅର୍ଥ : ଶାଗୁଣା ଆକାରର ଲମ୍ବା ଥଣ୍ଟଥିବା ଯେଉଁ ପକ୍ଷୀର ବେକ ଓ ପେଟ ଧଳା
ଉଦାହରଣ :
ଧନେଶ ପକ୍ଷୀ ବିଶେଷକରି ସବୁଜିମାଭରା ଅଞ୍ଚଳ ଓ ପାଣି ନିକଟସ୍ଥ ଜଙ୍ଗଲରେ ଦେଖିବାକୁ ମିଳେ
ସମକକ୍ଷ : ଧନେଶ
ଅନ୍ୟ ଭାଷାରେ ଅନୁବାଦ :
Bird of tropical Africa and Asia having a very large bill surmounted by a bony protuberance. Related to kingfishers.
hornbill