ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ୱୈତବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ୱୈତବାଦ   ବିଶେଷ୍ୟ

ଅର୍ଥ : ଯେଉଁ ଦାର୍ଶନିକ ସିଦ୍ଧାନ୍ତରେ ଆତ୍ମା ଓ ପରମାତ୍ମା ବା ଜୀବ ଓ ଈଶ୍ୱରଙ୍କୁ ଦୁଇ ଭିନ୍ନ ତଥ୍ୟ ବୋଲି ମାନି ବିଚାର କରାଯାଏ

ଉଦାହରଣ : ସେ ଦ୍ୱୈତବାଦର ସମର୍ଥକ

ସମକକ୍ଷ : ଦ୍ୱୈତ


ଅନ୍ୟ ଭାଷାରେ ଅନୁବାଦ :

वह दार्शनिक सिद्धांत जिसमें आत्मा और परमात्मा या जीव और ईश्वर को दो भिन्न तथ्य मानकर विचार किया जाता है।

वह द्वैतवाद का समर्थक है।
द्वैत, द्वैतवाद

The doctrine that reality consists of two basic opposing elements, often taken to be mind and matter (or mind and body), or good and evil.

dualism