ଅର୍ଥ : ସେହି ଶକ୍ତି ବା ତତ୍ତ୍ୱ ଯାହା ମିଶିଲେ ବସ୍ତୁଆଦିର ରୂପ ଆଖିକୁ ଦେଖାଯାଏ
ଉଦାହରଣ :
ସୂର୍ଯ୍ୟ ଉଦୟ ହେଲା ପରେ ଚତୁର୍ଦ୍ଦିଗ ଆଲୋକିତ ହୋଇଗଲା
ସମକକ୍ଷ : ଆଲୋକ, ଉଜ୍ୱଳ, ଉଜ୍ୱଳିତ, ଜ୍ୟୋତି, ପ୍ରକାଶ, ରୋଷଣୀ
ଅନ୍ୟ ଭାଷାରେ ଅନୁବାଦ :
वह शक्ति या तत्व जिसके योग से वस्तुओं आदि का रूप आँख को दिखाई देता है।
सूर्य के उगते ही चारों ओर प्रकाश फैल गया।(physics) electromagnetic radiation that can produce a visual sensation.
The light was filtered through a soft glass window.ଅର୍ଥ : ରତ୍ନର ଚକ୍ମକ୍ ବା ଦୀପ୍ତି
ଉଦାହରଣ :
ହୀରାର ଚମକ୍ ଆଖିକୁ ଚମକାଇ ଦିଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ସରସ ଓ ସୁନ୍ଦର
ଉଦାହରଣ :
ରାଜକୁମାରୀଙ୍କ ଲାବଣ୍ୟ ଦେଖି ସମସ୍ତେ ମୁଗ୍ଧ ହୋଇଗଲେ
ସମକକ୍ଷ : ଲାବଣ୍ୟ, ସୌନ୍ଦର୍ଯ୍ୟ
ଅର୍ଥ : ସୂର୍ଯ୍ୟ,ଚନ୍ଦ୍ର,ଦୀପ ଆଦି ପ୍ରଜ୍ୱଳିତ ପଦାର୍ଥମାନଙ୍କରୁ ପ୍ରବାହିତ ଜ୍ୟୋତିର ଯେଉଁ ଅତି ସୂକ୍ଷ୍ମରେଖାମାନ ବାହାରି ବିଛୁରିତ ହେଲାଭଳି ଦେଖାଯାଏ
ଉଦାହରଣ :
ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଦିନର ଆରମ୍ଭ ହୁଏ
ସମକକ୍ଷ : ଅଂଶୁ, କିରଣ, ବିଭା, ମୟୂଖ, ରଶ୍ମି
ଅନ୍ୟ ଭାଷାରେ ଅନୁବାଦ :
ज्योति की वे अति सूक्ष्म रेखाएँ जो प्रवाह के रूप में सूर्य, चंद्र, दीपक आदि प्रज्वलित पदार्थों में से निकलकर फैलती हुई दिखाई देती हैं।
सूरज की पहली किरण से दिन की शुरुआत होती है।A column of light (as from a beacon).
beam, beam of light, irradiation, light beam, ray, ray of light, shaft, shaft of lightଅର୍ଥ : ଏକ ପ୍ରକାରର ପ୍ରକାଶ
ଉଦାହରଣ :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
ସମକକ୍ଷ : ଆଭା, ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ତେଜ, ଦୀପ୍ତି, ପ୍ରଭା, ଭାସ, ରକ୍ତିମା
ଅନ୍ୟ ଭାଷାରେ ଅନୁବାଦ :
एक तरह का प्रकाश।
उसके चेहरे की चमक स्पष्ट झलक रही थी।