ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ରବଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ରବଣ   ବିଶେଷ୍ୟ

ଅର୍ଥ : କାମଦେବଙ୍କ ପାଞ୍ଚ ବାଣଗୁଡ଼ିକରୁ ଗୋଟିଏ

ଉଦାହରଣ : କାମଦେବ ଦ୍ରବଣର ବ୍ୟବହାରକରି ପ୍ରାଣୀମାନଙ୍କୁ ଦ୍ରବୀଭୂତ କରିଦିଅନ୍ତି


ଅନ୍ୟ ଭାଷାରେ ଅନୁବାଦ :

कामदेव के पाँच बाणों में से एक।

कामदेव द्रवण के उपयोग से जीव को द्रवित कर देते हैं।
द्रवण

ଅର୍ଥ : ଯେଉଁ ପଦାର୍ଥ ଦ୍ରାବକ ସହ ଦ୍ରବର ମିଶ୍ରଣ ପରେ ମିଳିଥାଏ

ଉଦାହରଣ : ସେ ଲୁଣ ଏବଂ ପାଣିର ଦ୍ରବଣକୁ ଫିଙ୍ଗିଦେଲା


ଅନ୍ୟ ଭାଷାରେ ଅନୁବାଦ :

वह पदार्थ जो विलायक में विलेय के घुलने के बाद प्राप्त हो।

उसने नमक और पानी के विलयन को फेंक दिया।
विलयन