ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧୋକା ଦେବାର ଅଭ୍ୟାସରୁ କରାଯାଉଥିବା
ଉଦାହରଣ : ତାଙ୍କର ଦୋମୁଁହା କାଇଦା ଆମେ ବୁଝି ଗଲୁ ଓ ତାଙ୍କଠୁଁ ସାବଧାନ ହୋଇଗଲୁ
ସମକକ୍ଷ : ଦିପାଖିଆ, ଦୋମୁଁହା
ଅନ୍ୟ ଭାଷାରେ ଅନୁବାଦ :हिन्दी
धोखा देने के नियत से किया जाने वाला।
ଅର୍ଥ : ଯେଉଁଥିରେ ଦୁଇଟି ରଙ୍ଗ ଥାଏ
ଉଦାହରଣ : ଶୀଲା ଦୁଇରଙ୍ଗୀ ଶାଢ଼ି ପିନ୍ଧିଥିଲା
ସମକକ୍ଷ : ଦୁଇରଙ୍ଗୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें दो रंग हो।
Having two colors.
ସଂସ୍ଥାପନ କରନ୍ତୁ