ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୋନଳି ବନ୍ଧୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୋନଳି ବନ୍ଧୁକ   ବିଶେଷ୍ୟ

ଅର୍ଥ : ଦୁଇଟି ନାଳି ବା ନଳବାଲା ବନ୍ଧୁକ

ଉଦାହରଣ : ସିପାହୀମାନେ ଦୁଇନଳିଆ ବନ୍ଧୁକରେ ଗୋଟିଏ ଚୋରକୁ ମାରି ପକାଇଲେ

ସମକକ୍ଷ : ଦୁଇନଳିଆ ବନ୍ଧୁକ


ଅନ୍ୟ ଭାଷାରେ ଅନୁବାଦ :

दो नालियों या नलोंवाली बंदूक़।

सिपाही ने दोनाली बंदूक से एक चोर को मार गिराया।
दुगाड़ा, दुनलिया, दोगाड़ा, दोजर्बी, दोनलिया, दोनाली, दोनाली बंदूक, दोनाली बंदूक़

A weapon that discharges a missile at high velocity (especially from a metal tube or barrel).

gun