ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେୟ   ବିଶେଷ୍ୟ

ଅର୍ଥ : କୌଣସି ସାମୟିକ ପତ୍ରିକା ବା ପୁସ୍ତକଆଦିର ବାର୍ଷିକ ବା ମାସିକ ମୂଲ୍ୟ

ଉଦାହରଣ : ମୁଁ କାଦମ୍ବିନୀର ବାର୍ଷିକଦେୟ ଏପର୍ଯ୍ୟନ୍ତ ଦେଇନାହିଁ

ସମକକ୍ଷ : ଚାନ୍ଦା


ଅନ୍ୟ ଭାଷାରେ ଅନୁବାଦ :

किसी सामयिक पत्र या पुस्तक आदि का वार्षिक या मासिक मूल्य।

मैंने कादम्बिनी का चंदा अभी तक नहीं भेजा है।
अभिदान, चंदा

A payment for consecutive issues of a newspaper or magazine for a given period of time.

subscription

ଅର୍ଥ : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା

ଉଦାହରଣ : ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି

ସମକକ୍ଷ : ପାଉଣା, ପ୍ରାପ୍ୟ ଧନ, ବାକି


ଅନ୍ୟ ଭାଷାରେ ଅନୁବାଦ :

वह रुपया जो दूसरे से पाना या प्राप्त करना हो।

साहूकार हर महीने पहली तारीख़ को ही पावना लेने घर पहुँच जाता है।
पाना, पावना, प्राप्तव्य धन, प्राप्यधन, बकाया, लहना

A payment that is due (e.g., as the price of membership).

The society dropped him for non-payment of dues.
due

ଦେୟ   ବିଶେଷଣ

ଅର୍ଥ : ଯାହା ଦିଆଯାଇ ପାରିବ

ଉଦାହରଣ : ଏହି ରାଶି ମୋର ଦେୟ

ସମକକ୍ଷ : ଦାୟ


ଅନ୍ୟ ଭାଷାରେ ଅନୁବାଦ :

जो दिया जा सके।

मेरे लिए यह राशि देय है।
दातव्य, दाय, देय, प्रदेय

ଅର୍ଥ : ଦାନ ଦେବା ଯୋଗ୍ୟ

ଉଦାହରଣ : ସତ୍ୟ ଉପାୟରେ ଉପାର୍ଜିତ ଧନ ହିଁ ଦେୟ ଭାବେ ଗ୍ରହଣ କରାଯାଏ

ସମକକ୍ଷ : ପ୍ରଦେୟ


ଅନ୍ୟ ଭାଷାରେ ଅନୁବାଦ :

दान देने योग्य।

सही तरीके से उपार्जित धन ही प्रदेय माना जाता है।
प्रदेय