ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବ୍ୟକ୍ତି ଅଥବା ବାକ୍ୟକୁ ଏକ ସ୍ଥାନରୁ ହଟାଇଦେବାର ପ୍ରକ୍ରିୟା
ଉଦାହରଣ : ଆପଣ କାହିଁକି ଏହାକୁ ଅପସାରଣ କରୁଛନ୍ତି?
ସମକକ୍ଷ : ଅପସାରଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी व्यक्ति अथवा वाक्य को कहीं से हटा या निकाल देने की क्रिया।
The act of removing.
ଅର୍ଥ : ହଟାଇବା ବା ଅଲଗା କରିବାର ପ୍ରକ୍ରିୟା
ଉଦାହରଣ : ଏହାର ଅପସାରଣ ଆବଶ୍ୟକ
किसी वस्तु को हटाने या एक स्थान से दूसरे स्थान पर ले जाने या रखने की क्रिया।
ଅର୍ଥ : ଦୂର କରିବା ବା ହଟାଇବା କ୍ରିୟା
ଉଦାହରଣ : ହନୁମାନଜୀ ନିଜ ଭକ୍ତଙ୍କ ସଙ୍କଟ ମୋଚନ କରନ୍ତି
ସମକକ୍ଷ : ମୋଚନ
दूर करने या हटाने की क्रिया।
The act of liberating someone or something.
ସଂସ୍ଥାପନ କରନ୍ତୁ