ଅର୍ଥ : ଯେଉଁ ଦୂତକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପଠାଯାଏ କିମ୍ବା ନିଯୁକ୍ତ କରାଯାଏ
ଉଦାହରଣ :
କେତେଥର ଭାରତୀୟ ରାଜଦୂତମାନଙ୍କୁ ଅପମାନ କରିବାନେଇ ପାକିସ୍ଥାନ ଉପରେ ଆରୋପ ଲାଗିଛି
ସମକକ୍ଷ : ରାଜଦୂତ, ରାଜପ୍ରତିନିଧି, ରାଷ୍ଟ୍ରଦୂତ
ଅନ୍ୟ ଭାଷାରେ ଅନୁବାଦ :
वह दूत जो किसी राज्य या देश की ओर से किसी दूसरे राज्य या देश में भेजा या नियुक्त किया जाता है।
पाकिस्तान पर कई बार भारतीय राजदूत को अपमान करने का आरोप लगा है।A diplomat of the highest rank. Accredited as representative from one country to another.
ambassador, embassadorଅର୍ଥ : କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ
ଉଦାହରଣ :
ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ
ସମକକ୍ଷ : ଚର, ସନ୍ଦେଶ ବାହକ, ସମ୍ବାଦଦାତା
ଅନ୍ୟ ଭାଷାରେ ଅନୁବାଦ :