ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କ୍ଷୀର ଦେଉଥିବା ପଶୁମାନେ କ୍ଷୀର ଦେବା
ଉଦାହରଣ : କାଳୀ ଗାଈ ଆଜି ଦୁହାଁ ହୋଇନାହିଁ ଏ ଗାଈ ଦି ବେଳା ଦୁହାଁ ହୁଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
दूध देने वाले पशुओं का दूध देना।
ଅର୍ଥ : ଦୁହିଁବା କାମ ହେବା
ଉଦାହରଣ : ମଇଁଷି ଦୁହାଁ ସରିଛି
ସମକକ୍ଷ : ଦୋହନ ହେବା
दूहने का काम होना।
ସଂସ୍ଥାପନ କରନ୍ତୁ