ଅର୍ଥ : ଯେଉଁ ଛୋଟ ପିଲା ବର୍ତ୍ତମାନ ନିଜ ମା କ୍ଷୀର ପିଇ ବଞ୍ଚୁଛି
ଉଦାହରଣ :
ଶୀଲା ତା କ୍ଷୀରଖିଆ ଛୁଆକୁ କାନ୍ଦିବା ଅବସ୍ଥାରେ ଛାଡିଦେଇଛି
ସମକକ୍ଷ : କ୍ଷୀରଖିଆ ଛୁଆ
ଅନ୍ୟ ଭାଷାରେ ଅନୁବାଦ :
वह छोटा बच्चा जो अभी अपनी माँ का दूध पीकर रहता हो।
शीला अपने दूधपीते को रोता हुआ छोड़ दी है।