ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଇଗୁଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଇଗୁଣ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ବା ପଦାର୍ଥର ପରିମାଣର ଆଉ ସେତିକି ଅଧିକ

ଉଦାହରଣ : ଦୁଇର ଦୁଇଗୁଣ ଚାରି ହୁଏ

ସମକକ୍ଷ : ଦିଗୁଣ


ଅନ୍ୟ ଭାଷାରେ ଅନୁବାଦ :

किसी वस्तु आदि की मात्रा से उतनी और अधिक मात्रा जितनी की वह हो।

दो का दुगुना चार होता है।
दुगना, दुगुना, दूना, दोगुना

A quantity that is twice as great as another.

36 is the double of 18.
double

ଦୁଇଗୁଣ   କ୍ରିୟା ବିଶେଷଣ

ଅର୍ଥ : ଯେତିକି ଅଛି ଆଉ ସେତିକି

ଉଦାହରଣ : ଗତ କିଛି ବର୍ଷ ହେଲା ଆମ ଗାଁରେ ବେରୋଜଗାରୀ ଦୁଇଗୁଣ ବଢ଼ିଛି

ସମକକ୍ଷ : ଦିଗୁଣ


ଅନ୍ୟ ଭାଷାରେ ଅନୁବାଦ :

जितना हो उतना और।

पिछले कुछ सालों में मेरे गाँव में बेरोजगारी दुगुनी बढ़ी है।
दुगना, दुगुना, दूना, दोगुना, दोहरा, द्विगुण, द्विगुणित

To double the degree.

She was doubly rewarded.
His eyes were double bright.
double, doubly, twice

ଦୁଇଗୁଣ   ବିଶେଷଣ

ଅର୍ଥ : ଯେତିକି ଅଛି ତାଠାରୁ ସେତିକି ଅଧିକ

ଉଦାହରଣ : ଏହି ଦୋକାନୀ କେତେକ ଜିନିଷ ଦୁଇଗୁଣ ଦାମରେ ବିକ୍ରି କରୁଛି

ସମକକ୍ଷ : ଦିଗୁଣା, ଦୁଇଗୁଣା


ଅନ୍ୟ ଭାଷାରେ ଅନୁବାଦ :

जितना हो उससे उतना और अधिक।

यह दुकानदार कुछ सामानों को दुगुने दामों पर बेच रहा है।
डबल, दुगना, दुगुना, दूना, दोगुना, दोहरा, द्विगुण, द्विगुणित

Twice as great or many.

Ate a double portion.
The dose is doubled.
A twofold increase.
double, doubled, two-fold, twofold