ଅର୍ଥ : ଦୀର୍ଘଦିନ ପର୍ଯ୍ୟନ୍ତ ଜୀବିତ ରହୁଥିବା ଲୋକ
ଉଦାହରଣ :
ଆମେ ସମସ୍ତଙ୍କ ଦୀର୍ଘଜୀବନ କାମନା କରୁଛୁ
ସମକକ୍ଷ : ଦୀର୍ଘଜୀବନ
ଅନ୍ୟ ଭାଷାରେ ଅନୁବାଦ :
लम्बे समय तक बना रहने वाला जीवन।
हम सभी लोगों के दीर्घजीवन की कामना करते हैं।ଅର୍ଥ : ଯେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚେ
ଉଦାହରଣ :
ଚିରଞ୍ଜୀବୀ ହେବା ନିମନ୍ତେ ସାଧୁ ଆଶୀର୍ବାଦ ଦେଲେ
ସମକକ୍ଷ : ଅମର, ଆୟୁଷ୍ମାନ, ଚିରଜୀବୀ, ଚିରଞ୍ଜୀବୀ, ଚିରାୟୁ, ବୁଢ଼ାଟେ ହେଇଥା
ଅନ୍ୟ ଭାଷାରେ ଅନୁବାଦ :
Existing for a long time.
Hopes for a durable peace.