ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୀପଦାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୀପଦାନ   ବିଶେଷ୍ୟ

ଅର୍ଥ : ଦେବତାଙ୍କ ଆଗରେ ଦୀପ ଜଳାଇବା କ୍ରିୟା

ଉଦାହରଣ : ମା ପ୍ରତିଦିନ ସକାଳ ସନ୍ଧ୍ୟାରେ ଦୀପଦାନ କରନ୍ତି

ସମକକ୍ଷ : ଦୀପ ଦାନ


ଅନ୍ୟ ଭାଷାରେ ଅନୁବାଦ :

देवता के सामने दीपक जलाने की क्रिया।

माँ प्रतिदिन सुबह-शाम दीप-दान करती हैं।
दीप-दान, दीपदान

ଅର୍ଥ : ପ୍ରଜ୍ୱଳିତ ଦୀପରେ କୌଣସି ଦେବତାଙ୍କୁ ପୂଜାକରି ତାକୁ ଜଳରେ ଭସେଇଦେବାର ପ୍ରକ୍ରିୟା

ଉଦାହରଣ : କାର୍ତ୍ତିକ ମାସରେ ଆମ୍ଭେମାନେ ଦୀପଦାନ କରୁଥିଲୁ


ଅନ୍ୟ ଭାଷାରେ ଅନୁବାଦ :

प्रज्ज्वलित दीप से किसी देवता की पूजा करके उस दीप को जल में प्रवाहित करने की क्रिया।

कार्तिक के महीने में हम लोग दीप-दान करते थे।
दीप-दान, दीपदान

ଅର୍ଥ : କୌଣସି ଲୋକର ମୃତ୍ୟୁ ପରେ ତା ପରିବାର ବର୍ଗଙ୍କ ତରଫରୁ ଓସ୍ତ ଗଛ ମୂଳରେ ଦଶ ଦିନ ପର୍ଯ୍ୟନ୍ତ ଦୀପ ଜଳାଯାଉଥିବା କ୍ରିୟା

ଉଦାହରଣ : ମୃତ ବ୍ୟକ୍ତିର ଆତ୍ମାକୁ ଯମଦ୍ୱାର ପର୍ଯ୍ୟନ୍ତ ପହଞ୍ଚେଇବା ବାଟକୁ ଆଲୋକିତ କରିବାପାଇଁ ଦୀପଦାନ କରାଯାଇଥାଏ


ଅନ୍ୟ ଭାଷାରେ ଅନୁବାଦ :

किसी की मृत्यु के पश्चात् उसके परिवार वालों द्वारा पीपल के पेड़ पर दस दिनों तक दीया जलाने की क्रिया।

मृतक की आत्मा के यम के द्वार तक पहुँचने के मार्ग को प्रकाशित करने के लिए दीप-दान किया जाता है।
दीप-दान, दीपदान

ଅର୍ଥ : ମୁମୂର୍ଷୁ ବ୍ୟକ୍ତିଦ୍ୱାରା ଅଟାରେ ଜଳୁଥିବା ଦୀପ ଦାନ ବା ସଂକଳ୍ପ କରାଇବା ପ୍ରକ୍ରିୟା

ଉଦାହରଣ : ସେ ଦୀପଦାନ କଲେ


ଅନ୍ୟ ଭାଷାରେ ଅନୁବାଦ :

मरते हुए व्यक्ति से आटे के जलते हुए दीए का दान या संकल्प कराने की क्रिया।

उन्होंने दीप-दान कर दिया है।
दीप-दान, दीपदान