ଅର୍ଥ : ଯେଉଁ ଅବଭୃଥ ଯଜ୍ଞ ବା ସ୍ନାନ ଯାହା କୌଣସି ଯଜ୍ଞର ଶେଷରେ ସେଥିରେ ହୋଇଥିବା ସବୁ ତ୍ରୁଟି ବା ଦୋଷର ଶାନ୍ତି କରିବାପାଇଁ କରାଯାଇଥାଏ
ଉଦାହରଣ :
ଋଷିମାନେ ରାଜାଙ୍କର ଦୀକ୍ଷାନ୍ତ କରାଇଲେ
ସମକକ୍ଷ : ଦୀକ୍ଷାନ୍ତ
ଅନ୍ୟ ଭାଷାରେ ଅନୁବାଦ :
The public performance of a sacrament or solemn ceremony with all appropriate ritual.
The celebration of marriage.