ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିସ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିସ୍ତା   ବିଶେଷ୍ୟ

ଅର୍ଥ : ଚବିଶ କିମ୍ବା ପଚିଶ ଫର୍ଦ୍ଦ ଥିବା କାଗଜ ବିଡ଼ା

ଉଦାହରଣ : ମନୋହର ଦୋକାନରୁ ଏକ ଦିସ୍ତା କାଗଜ କିଣିଲା


ଅନ୍ୟ ଭାଷାରେ ଅନୁବାଦ :

कागज के चौबीस या पच्चीस तावों की गड्डी।

मनोहर ने दुकान से एक दस्ता कागज खरीदा।
दस्ता

A quantity of paper. 24 or 25 sheets.

quire