ଅର୍ଥ : ଆକାଶରେ ହଠାତ୍ କ୍ଷଣିକ ନିମନ୍ତେ ଦେଖା ଦେଉଥିବା ଏକ ପ୍ରକାର ଜ୍ୟୋତି ଯାହା ମେଘ ମଧ୍ୟରେ ବିଦ୍ୟୁତ ଶକ୍ତି ସଞ୍ଚାରଣର କାରଣ ହୋଇଥାଏ
ଉଦାହରଣ :
ରହିରହି ଆକାଶରେ ବିଜୁଳି ଚମକୁଥିଲା
ସମକକ୍ଷ : ଚପଳା, ତଡିତ୍, ବିଜୁଳି, ବିଦ୍ୟୁତ, ଶମ୍ପା, ସୌଦାମିନୀ
ଅନ୍ୟ ଭାଷାରେ ଅନୁବାଦ :
आकाश में सहसा क्षण भर के लिए दिखाई देने वाला वह प्रकाश जो बादलों में वातावरण की विद्युत शक्ति के संचार के कारण होता है।
आकाश में रह-रहकर बिजली चमक रही थी।Abrupt electric discharge from cloud to cloud or from cloud to earth accompanied by the emission of light.
lightning