ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାମ   ବିଶେଷ୍ୟ

ଅର୍ଥ : ନିଶ୍ଚିତ ବା ସ୍ଥିର କରାଯାଇଥିବା ମୂଲ୍ୟରେ ଯେଉଁ ଜିନିଷ ବିକ୍ରି କରାଯାଏ

ଉଦାହରଣ : ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି

ସମକକ୍ଷ : ଦର, ବାଣ, ଭାଉ, ମୂଲ୍ୟ


ଅନ୍ୟ ଭାଷାରେ ଅନୁବାଦ :

वह निश्चित या स्थिर किया हुआ मूल्य जिस पर कोई चीज़ खरीदी या बेची जाती है।

आजकल आलू का भाव बहुत बढ़ गया है।
दर, बजार, बाज़ार, बाजार, भाव, रेट

Amount of a charge or payment relative to some basis.

A 10-minute phone call at that rate would cost $5.
charge per unit, rate

ଅର୍ଥ : ରାଜନୀତିରେ ଶତ୍ରୁ-ପକ୍ଷର ଲୋକଙ୍କୁ ଧନଦ୍ୱାରା ବଶ କରିବା ନୀତି

ଉଦାହରଣ : ସେ ଦାମ ନୀତିଦ୍ୱାରା ଶତ୍ରୁପକ୍ଷର କିଛି ସଦସ୍ୟଙ୍କୁ ନିଜ ଆଡ଼େ ମିଶାଇନେଲେ

ସମକକ୍ଷ : ଦାମ ନୀତି


ଅନ୍ୟ ଭାଷାରେ ଅନୁବାଦ :

राजनीति में शत्रु-पक्ष के लोगों को धन द्वारा वश में करने की नीति।

उसने दामनीति द्वारा शत्रु पक्ष के कुछ सदस्यों को अपनी ओर मिला लिया।
दाम, दामनीति