ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାନୁଆ ବ୍ରାହ୍ମଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାନୁଆ ବ୍ରାହ୍ମଣ   ବିଶେଷ୍ୟ

ଅର୍ଥ : ମୃତକ କର୍ମରେ ଦାନ ନେଉଥିବା ବ୍ରାହ୍ମଣ

ଉଦାହରଣ : ଦାନୁଆ ବ୍ରାହ୍ମଣ ଘଟ ଭାଙ୍ଗିବା ନିମନ୍ତେ ମୃତକର ପୁତ୍ର ଠାରୁ ପାଞ୍ଚଶହ ଟାଙ୍କା ମାଗୁଥିଲେ


ଅନ୍ୟ ଭାଷାରେ ଅନୁବାଦ :

मृतक कर्म का दान लेनेवाला ब्राह्मण।

महापात्र घंट फोड़ाई के लिए मृतक के पुत्र से पाँच सौ रुपये माँग रहा था।
महापातर, महापात्र, महाब्राह्मण