ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯିଏ ଦାନ କରିବାକୁ ପଛାଏ ନାହିଁ
ଉଦାହରଣ : କର୍ଣ୍ଣ ବହୁତ ବଡ଼ ଦାନୀ ଥିଲେ
ସମକକ୍ଷ : ଦାତା, ଦାନକର୍ତ୍ତା, ଦାନୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो दान करने में कभी पीछे न हटता हो।
Person who makes a gift of property.
ଅର୍ଥ : ଯେ ପ୍ରାୟ ବହୁତ ଅଧିକ ଦାନ ଦିଅନ୍ତି
ଉଦାହରଣ : ଦାନବୀର କର୍ଣ୍ଣଙ୍କ ନାମ ତାଙ୍କ ଦାନବୀରତାପାଇଁ ସମ୍ମାନର ସହିତ ନିଆଯାଏ
ସମକକ୍ଷ : ଅତିଦାନୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो सदा बहुत बड़े-बड़े दान करता रहता हो और दान करने से कभी पीछे न हटता हो।
ଅର୍ଥ : ଯେ ବହୁତ ଦାନ ଦେଉଛି
ଉଦାହରଣ : ଦାନୀ କର୍ଣ୍ଣଙ୍କ ଦାନବୀରତା ବିଶ୍ୱପ୍ରସିଦ୍ଧ
ସମକକ୍ଷ : ଦାତା, ଦାନଶୀଳ, ଦାନୀ
जो दान देता हो।
ସଂସ୍ଥାପନ କରନ୍ତୁ