ଅର୍ଥ : ଚେସ ଖେଳର କୌଣସି ଗୋଟି
ଉଦାହରଣ :
ସେ ବହୁତ ଚେଷ୍ଟାକରି ନିଜର ଗୋଟି ବଞ୍ଚେଇଲା
ସମକକ୍ଷ : ଗୋଟି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାଜ୍ୟ ଶାସନ ଆଦି ତରଫରୁ କୋଣସି ବିଶେଷ କାର୍ଯ୍ୟପାଇଁ ସହାୟତାରୂପେ ମିଳୁଥିବା ପୁଞ୍ଜି ବା ଧନ
ଉଦାହରଣ :
ବନ୍ୟାଗ୍ରସ୍ତ ଅଞ୍ଚଳପାଇଁ କେନ୍ଦ୍ରସରକାର ଏକକୋଟି ଟଙ୍କା ଅନୁଦାନ ଦେଇଛନ୍ତି
ସମକକ୍ଷ : ଅନୁଦାନ
ଅନ୍ୟ ଭାଷାରେ ଅନୁବାଦ :
राज्य शासन आदि से किसी विशेष कार्य के लिए सहायता के रूप में मिलने वाला धन।
बाढ़ ग्रस्त इलाक़े के लिए केंद्र सरकार ने एक करोड़ रुपए का अनुदान दिया है।Any monetary aid.
grantଅର୍ଥ : ପଥର, ମାଟି, ପ୍ଲାଷ୍ଟିକଆଦିର ଛୋଟ ଖଣ୍ଡ ଯାହାର ଉପଯୋଗ କୌଣସି ଖେଳରେ ହୋଇଥାଏ
ଉଦାହରଣ :
ପିଲାମାନେ ଖେଳିବାପାଇଁ ଗୋଟି ଏକାଠି କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାକୁ କିଛି ଦେବାର କାର୍ଯ୍ୟ
ଉଦାହରଣ :
ମୁଖ୍ୟ ଅତିଥି ପିଲାମାନଙ୍କୁ ପୁରସ୍କାର ପ୍ରଦାନ କଲେ ମଣିଷମାନଙ୍କ ଉପରେ ଆଲ୍ଲାଙ୍କ ଦାନ ବହୁମୂଲ୍ୟ
ସମକକ୍ଷ : ପ୍ରଦାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଶା, ତାସ ଆଦିର ଖେଳରେ ପତ୍ର ବା ଦାନ ବାଦିରେ ରଖିବା ଆଗକୁ ବଢ଼ିବାର କ୍ରିୟା
ଉଦାହରଣ :
ଦାନ ଚଲେଇବା ଆପଣଙ୍କ ପାଳି
ସମକକ୍ଷ : ଗୋଟି
ଅନ୍ୟ ଭାଷାରେ ଅନୁବାଦ :
शतरंज,ताश चौरस आदि के खेल में, पत्ता या मोहरा दाँव पर रखने या आगे बढ़ाने की क्रिया।
चाल चलने की आपकी बारी है।(game) a player's turn to take some action permitted by the rules of the game.
move