ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାଖଲ-ଖାରଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାଖଲ-ଖାରଜ   ବିଶେଷ୍ୟ

ଅର୍ଥ : ଜେଉଁ ପ୍ରକ୍ରିୟାରେ ସମ୍ପତ୍ତି ଆଦିର ମାଲିକାନାରୁ ଜଣେ ବ୍ୟକ୍ତିର ନାମ ହଟାଇ ଅନ୍ୟର ନାମ ଚଢାଯାଏ

ଉଦାହରଣ : କକା କଚେରିରେ ଦାଖଲ-ଖାରଜ କରାଇବା ପାଇଁ ଯାଇଛନ୍ତି

ସମକକ୍ଷ : ନାମବଦଳା, ନାମାନ୍ତର


ଅନ୍ୟ ଭାଷାରେ ଅନୁବାଦ :

वह क्रिया जिसमें सम्पत्ति आदि के स्वामित्व पर से एक व्यक्ति का नाम हटाकर दूसरे का नाम चढ़ाया जाता है।

दादाजी कचहरी में दाखिल-खारिज कराने गए हैं।
दाखिल-खारिज, नामचढ़ाई, नामांतरण, नामान्तरण