ଅର୍ଥ : ବିଶେଷକରି ଘାସ, ଫସଲଆଦି କାଟିବା କାମରେ ଆସୁଥିବା ଏକ ହତିଆର
ଉଦାହରଣ :
ସେ ଦାଆରେ ଧାନ କାଟୁଛି
ସମକକ୍ଷ : ହଂସୁଆ
ଅନ୍ୟ ଭାଷାରେ ଅନୁବାଦ :
An edge tool for cutting grass or crops. Has a curved blade and a short handle.
reap hook, reaping hook, sickleଅର୍ଥ : ଦାଆ ଭଳି ଏକ ପ୍ରକାରର ଉପକରଣ ଯାହ ଘାସ,ଛୋଟ ଗଛ, ଫସଲଆଦି କାଟିବା କାମରେ ଆସେ
ଉଦାହରଣ :
କମାର ଦାଆରେ ଧାର କରୁଛି
ସମକକ୍ଷ : ଦା’
ଅନ୍ୟ ଭାଷାରେ ଅନୁବାଦ :
हँसिए की तरह का एक औजार जो घास, वनस्पति, फसल आदि काटने के काम में आता है।
लुहार दराँती में धार कर रहा है।An edge tool for cutting grass or crops. Has a curved blade and a short handle.
reap hook, reaping hook, sickleଅର୍ଥ : ଏକ କଟା ଉପକରଣ
ଉଦାହରଣ :
ଦାଆରେ ଘାସ କଟାଯାଏ
ଅନ୍ୟ ଭାଷାରେ ଅନୁବାଦ :