ଅର୍ଥ : ଡାଲିବଟାକୁ ଗୋଲଗୋଲ କରି ତେଲରେ ଭାଜି ଏବଂ ତାକୁ ଦହିରେ ପକାଇ ତିଆରି କରା ଯାଉଥିବା ମସଲାଦିଆ ଖାଦ୍ୟ
ଉଦାହରଣ :
ଦହିବରା ତାର ବହୁତ ପସନ୍ଦ
ସମକକ୍ଷ : ଦହିବଡା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିରିର ବରାକୁ ଦହିରେ ପକାଇ ପ୍ରସ୍ତୁତ ହୋଇଥିବା ଏକ ଖାଦ୍ୟ ପଦାର୍ଥ
ଉଦାହରଣ :
ମନୋହର ଦହିବରା ଖାଉଛି
ସମକକ୍ଷ : ଦହିବଡ଼ା
ଅନ୍ୟ ଭାଷାରେ ଅନୁବାଦ :