ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦରଖାସ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦରଖାସ୍ତ   ବିଶେଷ୍ୟ

ଅର୍ଥ : ଯେଉଁ ପତ୍ରରେ କେହି ନିଜ ଦଶା ବା ପ୍ରାର୍ଥନା ଲେଖି କାହାରିକୁ ଜଣାଏ

ଉଦାହରଣ : ମୁଁ ଛୁଟି ନିମନ୍ତେ ଅବେଦନ ପତ୍ର ଲେଖିଲି

ସମକକ୍ଷ : ଆବେଦନ, ଆବେଦନ ପତ୍ର, ପ୍ରାର୍ଥନା ପତ୍ର


ଅନ୍ୟ ଭାଷାରେ ଅନୁବାଦ :

वह पत्र जिसमें कोई अपनी दशा या प्रार्थना लिखकर किसी को सूचित करे।

मैंने छुट्टी के लिए आवेदन-पत्र भर दिया है।
अरज़ी, अरजी, अर्ज़ी, अर्जी, आवेदन, आवेदन पत्र, आवेदन-पत्र, आवेदनपत्र, प्रार्थना पत्र, प्रार्थना-पत्र, प्रार्थनापत्र

A verbal or written request for assistance or employment or admission to a school.

December 31 is the deadline for applications.
application