ଅର୍ଥ : ଆବଶ୍ୟକ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଏହି ପଦ ପାଇଁ ଆବଶ୍ୟକତାରୁ ଅଧିକ ଆବେଦନ ପତ୍ର ମିଳିଛି ଏହି କାମ କରିବା ନିମନ୍ତେ ମୋପାଇଁ ତୁମର ଆବଶ୍ୟକତା ନାହିଁ
ସମକକ୍ଷ : ଆବଶ୍ୟକତା, ବାଞ୍ଛନୀୟ, ଲୋଡ଼ା
ଅନ୍ୟ ଭାଷାରେ ଅନୁବାଦ :
Required activity.
The requirements of his work affected his health.ଅର୍ଥ : କୌଣସି କଥାର ଇଚ୍ଛା ବା ଆବଶ୍ୟକ ହେବା ଅବସ୍ଥା ବା ଭାବ
ଉଦାହରଣ :
ଆଜିକାଲି ବଜାରରେ ନୁଆ ନୂଆ ଜିନିଷର ଚାହିଦା ବଢ଼ୁଛି
ଅନ୍ୟ ଭାଷାରେ ଅନୁବାଦ :
Required activity.
The requirements of his work affected his health.