ଅର୍ଥ : କିଛି କରି ପାରିବାର କ୍ଷମତା
ଉଦାହରଣ :
ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?
ଅନ୍ୟ ଭାଷାରେ ଅନୁବାଦ :
The quality of being capable -- physically or intellectually or legally.
He worked to the limits of his capability.ଅର୍ଥ : ତମାଖୁ ବା ଗଞ୍ଜାର ଧୂଆଁକୁ ଜୋରରେ ଟାଣିବା କାମ
ଉଦାହରଣ :
ଗୋଟିଏ ଦମ୍ରେ ସବୁ ଥଣ୍ଡା ଚାଲିଯାଏ
ସମକକ୍ଷ : ସୁଟା
ଅନ୍ୟ ଭାଷାରେ ଅନୁବାଦ :
तंबाकू या गाँजे के धुएँ को जोर से खींचने की क्रिया।
एक सुट्टे से सारी ठंड गायब हो जाती है।