ଅର୍ଥ : ଯାହାକୁ ଦମନ କରାଯାଇଛି
ଉଦାହରଣ :
ବର୍ଷବର୍ଷ ଧରି ଦମିତ ମଜୁରିଆମାନେ ହଠାତ୍ ଦିନେ ବିଦ୍ରୋହ କଲେ ଦମିତ ବ୍ୟକ୍ତି ଭିତରେଭିତରେ ନିଆଁ ଭଳି ଜଳୁଥାଏ
ଅନ୍ୟ ଭାଷାରେ ଅନୁବାଦ :
जिसका दमन किया गया हो।
वर्षों से दमित मज़दूरों ने आखिर एक दिन विद्रोह कर ही दिया।ଅର୍ଥ : ଯାହା ଦବେଇ ଦିଆଯାଇଛି
ଉଦାହରଣ :
ଜେଜି ମାଆ ତକିଆ ତଳେ ସଂବୃତ ଧନର ପୋଟଳା ବାହାରକରି ମୋତେ ଦେଇ ଦେଲା
ସମକକ୍ଷ : ଗୁପ୍ତ, ଲୁକ୍କାୟିତ, ସଂବୃତ
ଅନ୍ୟ ଭାଷାରେ ଅନୁବାଦ :