ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କଥା ବା କାର୍ଯ୍ୟ ଯେଉଁଠି-ସେଇଠି ରହିଯିବା ଏବଂ ତା ଉପରେ କୌଣସି କାର୍ଯ୍ୟ ନହେବା
ଉଦାହରଣ : ଅଧିକତର ଧୋବଧାଉଳିଆ ଅପରାଧୀମାନଙ୍କ ମାମଲା ଦବିଯାଏ
ସମକକ୍ଷ : ଚପିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी बात या कार्य का जहाँ-का-तहाँ रह जाना और उस पर कोई कार्रवाई न होना।
ଅର୍ଥ : ଓଜନିଆ ଜିନିଷର ତଳକୁ ଆସିଯିବା ବା ରହିବା
ଉଦାହରଣ : ପଥରରେ ପିଲାର ହାତ ଦବିଗଲା
ସମକକ୍ଷ : ଚପିବା, ଚାପିହୋଇଯିବା, ଦାବିହୋଇଯିବା
भारी चीज़ के नीचे आना या होना।
ଅର୍ଥ : ଉପର ଭାଗର ତଳ ଅଂଶ ତଳକୁ ଦବିଯିବା
ଉଦାହରଣ : ବସିବାରୁ ଏହି ସୋଫା ବହୁତ ଦବିଯାଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
ऊपरी तल का कुछ नीचा हो जाना।
Droop, sink, or settle from or as if from pressure or loss of tautness.
ଅର୍ଥ : କଥାବାର୍ତ୍ତା ବା ଝଗଡ଼ା ଆଦିରେ ଧୀମେଇ ଯିବା
ଉଦାହରଣ : ବଡ଼ ଭାଇଙ୍କ ଆଗରେ ସେ ସଦାବେଳେ ଦବିଯାଏ
ସମକକ୍ଷ : ଦବିଯିବା, ଧୀମେଇବା
बातचीत या झगड़े आदि में धीमा पड़ना।
ସଂସ୍ଥାପନ କରନ୍ତୁ