ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦପ୍ତରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦପ୍ତରୀ   ବିଶେଷ୍ୟ

ଅର୍ଥ : କଚେରୀର ଦପ୍ତରରେ ଯେଉଁ ଅଧିକାରୀ ଫାଇଲପତ୍ର ବା ନଥିଗୁଡ଼ିକୁ ଯଥା ସ୍ଥାନରେ ରଖେ

ଉଦାହରଣ : ଏହି କଚେରୀରେ ତାହାର ବାପା ଦପ୍ତରି ଅଛନ୍ତି

ସମକକ୍ଷ : ଦପ୍ତରି


ଅନ୍ୟ ଭାଷାରେ ଅନୁବାଦ :

कचहरी के कार्यालय का वह अधिकारी जो मिसलें या नत्थियाँ यथास्थान रखता है।

उसके चाचा इसी कचहरी में मुनसरिम हैं।
मुंसरिम, मुनसरिम

ଅର୍ଥ : କୌଣସି କାର୍ଯ୍ୟାଳୟରେ କାଗଜପତ୍ରଆଦି ସାଇତିକରି ରଖୁଥିବା ଚପରାସୀ

ଉଦାହରଣ : ଦପ୍ତରୀ ନଆସିବାରୁ କାର୍ଯ୍ୟାଳୟରେ ଅନେକ କାଗଜପତ୍ର ଏଣେତେଣେ ପଡ଼ିଛି


ଅନ୍ୟ ଭାଷାରେ ଅନୁବାଦ :

किसी कार्यालय में कागज आदि संभालकर रखनेवाला चपरासी।

दफ्तरी के न आने से कार्यालय में बहुत सारे कागज-पत्र इधर-उधर पड़े हुए हैं।
दफ़्तरी, दफ्तरी