ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଥନ୍ତରା ବା ମୁଣ୍ଡା ହେବାର କ୍ରିୟା
ଉଦାହରଣ : ଅନେକ ଦିନ ଧରି ହତିଆର ଥନ୍ତରା କାରଣରୁ ଜଙ୍କ ହୋଇଥାଏ
ସମକକ୍ଷ : ଥନ୍ତରା, ଥନ୍ତଡ଼ା, ମୁଣ୍ଡା
ଅନ୍ୟ ଭାଷାରେ ଅନୁବାଦ :हिन्दी
भोथरा या कुंद होने की क्रिया।
ଅର୍ଥ : ଥନ୍ତରା ଅବସ୍ଥା ବା ଭାବ
ଉଦାହରଣ : ଶାଣ କରେଇବା ପରେ ବି ଛୁରୀର ଥନ୍ତରାପଣ ଗଲାନାହିଁ
ସମକକ୍ଷ : ଥନ୍ତରାପଣ, ଥନ୍ତଡ଼ା, ମୁଣ୍ଡା
ଅନ୍ୟ ଭାଷାରେ ଅନୁବାଦ :हिन्दी English
भोथरा होने की अवस्था या भाव।
Without sharpness or clearness of edge or point.
ଅର୍ଥ : ଯେଉଁ ଧାର ଦାଢ଼ୁଆ ବା ତୀକ୍ଷ୍ଣ୍ ନୁହେଁ
ଉଦାହରଣ : ଏହି ଦନ୍ଥରା ଖଣ୍ଡାରେ ତୁମେ କ’ଣ ଯୁଦ୍ଧ କରିବ?
ସମକକ୍ଷ : ଅଧାରୁଆ, ଦାଢ଼ହୀନ, ଧାରହୀନ, ମୁଣ୍ଡା
जिसकी धार चोखी या तीक्ष्ण न हो।
Not having a sharp edge or point.
ସଂସ୍ଥାପନ କରନ୍ତୁ