ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନବଯୌବନାର ବୃଦ୍ଧିପାଉଥିବା ସ୍ତନ
ଉଦାହରଣ : ବକ୍ଷୋଜ ଉପରେ ଉତ୍ତରୀ ଢାଙ୍କିବାପାଇଁ ମାଆ ଝିଅକୁ ପରାମର୍ଶ ଦେଲେ
ସମକକ୍ଷ : ଉରୋଜ, ଦୁଧ, ବକ୍ଷୋଜ, ସ୍ତନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
नव यौवना के उभरते हुए स्तन।
The small projection of a mammary gland.
ଅର୍ଥ : ଦୁଧ ଦେଉଥିବା ଚତୁସ୍ପଦ ପ୍ରାଣୀର ସ୍ତନ
ଉଦାହରଣ : ଏହି ଗାଈର ପହ୍ନା ବହୁତ ବଡ଼
ସମକକ୍ଷ : ପହ୍ନା, ସ୍ତନ
गाय, भैंस, बकरी इत्यादि मादा पशुओं के दूध जमा रहने के अङ्ग का फली के समान का उपाङ्ग जिसे दबाकर तथा खींचकर दूध दूहा जाता है।
Mammary gland of bovids (cows and sheep and goats).
ଅର୍ଥ : ଯୁବତୀର ସ୍ତନ
ଉଦାହରଣ : ଜଣେ ହୀନମତି ବ୍ୟକ୍ତି ରାସ୍ତାରେ ଚାଲୁଥିବା ତରୁଣୀଟିର ସ୍ତନକୁ ଭଲକରି ଦେଖୁଥିଲା
ସମକକ୍ଷ : ଉରଜ, କୁଚ, ଦୁଧ, ପୟୋଧର, ସ୍ତନ
जवान स्त्री के स्तन।
Either of two soft fleshy milk-secreting glandular organs on the chest of a woman.
ସଂସ୍ଥାପନ କରନ୍ତୁ