ଅର୍ଥ : ଶୋଧନ ହୋଇଥିବା ପାରା,ଗନ୍ଧକ ଏବଂ ତମ୍ବାର ଭସ୍ମକୁ ସମ ଭାଗରେ ନେଇ ଏକ ବିଶେଷ କ୍ରିୟା ଦ୍ୱାରା ତିଆରି କରା ଯାଇଥିବା ଏକ ପ୍ରକାର ରସ
ଉଦାହରଣ :
ସନ୍ନିପାତ ରୋଗରେ ପୀଡିତ ରୋଗୀକୁ ତ୍ରିନେତ୍ର ରସ ଦିଆଯାଏ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का रस जो शोधे हुए पारे, गंधक और तांबे की भस्म को सम भागों में लेकर एक विशेष क्रिया द्वारा तैयार किया जाता है।
त्रिनेत्ररस सन्निपात रोग से पीड़ित रोगी को दिया जाता है।