ଅର୍ଥ : ସବୁଆଡ଼େ ଘଷିଘଷି ଲଗାଇବାର କ୍ରିୟା
ଉଦାହରଣ :
ସେ ତେଲମାଲିସ ପରେ ହିଁ ଗାଧାନ୍ତି
ସମକକ୍ଷ : ତୈଳମର୍ଦ୍ଦନ
ଅନ୍ୟ ଭାଷାରେ ଅନୁବାଦ :
Kneading and rubbing parts of the body to increase circulation and promote relaxation.
massageଅର୍ଥ : ତେଲର ମାଲିସ
ଉଦାହରଣ :
ସେ ନିଜ ଛୋଟ ପିଲାକୁ ସବୁଦିନେ ତେଲମାଲିସ କରନ୍ତି
ସମକକ୍ଷ : ତୈଳ ମର୍ଦ୍ଦନ
ଅନ୍ୟ ଭାଷାରେ ଅନୁବାଦ :
Kneading and rubbing parts of the body to increase circulation and promote relaxation.
massageଅର୍ଥ : ତେଲ ଲଗାଇବାର କ୍ରିୟା
ଉଦାହରଣ :
ରମେଶ ଖରାରେ ବସି ତୈଳମର୍ଦ୍ଦନ କରୁଛି
ସମକକ୍ଷ : ତେଲ ଲଗାଇବା, ତୈଳମର୍ଦ୍ଦନ
ଅନ୍ୟ ଭାଷାରେ ଅନୁବାଦ :