ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସନ୍ତୁଷ୍ଟ ବା ତୃପ୍ତ କରିବା ଯୋଗ୍ୟ
ଉଦାହରଣ : ବ୍ରାହ୍ମଣ ଯଜମାନକୁ ତୋଷଣୀୟ ସାମଗ୍ରୀଗୁଡ଼ିକର ତାଲିକା ଧରାଇଦେଲେ
ସମକକ୍ଷ : ତୋଷଣୀୟ, ତୋଷ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
संतुष्ट या तृप्त करने योग्य।
ଅର୍ଥ : ସୁଖ ସମ୍ବନ୍ଧୀୟ ବା ସୁଖକର
ଉଦାହରଣ : ସଂସାରରେ ସମସ୍ତେ ସୁଖକର ଦ୍ରବ୍ୟ ଉପାର୍ଜନରେ ଲାଗିପଡ଼ିଛନ୍ତି
ସମକକ୍ଷ : ତୋଷଣୀୟ, ତୋଷ୍ୟ, ସୁଖକର
तोष संबंधी या तोष का।
ସଂସ୍ଥାପନ କରନ୍ତୁ