ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୂରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୂରୀ   ବିଶେଷ୍ୟ

ଅର୍ଥ : କଳକାରଖାନଆଦିରେ କର୍ମଚାରୀମାନଙ୍କୁ ସୂଚିତ କରିବାପାଇଁ ଭାରି ଜୋରରେ ବଜାଯାଉଥିବା ଏକ ପ୍ରକାର ସିଟି

ଉଦାହରଣ : କାରଖାନର ସାଇରନ୍‌ ଠିକ୍‌ ନଅ ଟାରେ ବାଜେ

ସମକକ୍ଷ : ଘଣ୍ଟି, ସାଇରନ


ଅନ୍ୟ ଭାଷାରେ ଅନୁବାଦ :

कल-कारखानों आदि के कर्मचारियों को सचेत करने के लिए बहुत ज़ोर से बजाई जानेवाली एक प्रकार की सीटी।

कारखाने का भोंपा ठीक नौ बजे बजता है।
भोंपा, भोंपू, भौंपू, साइरन, सायरन

An acoustic device producing a loud often wailing sound as a signal or warning.

siren

ଅର୍ଥ : ଏକ ପ୍ରକାରର ଲମ୍ବା ବାଦ୍ୟଯନ୍ତ୍ର ଯାହାକୁ ଫୁଙ୍କି ବଜାଯାଏ

ଉଦାହରଣ : ବିବାହ ସମୟରେ ତୂରୀବାଦକ ରହିରହି ତୂରୀ ବଜାଉଥିଲା


ଅନ୍ୟ ଭାଷାରେ ଅନୁବାଦ :

फूँककर बजाया जाने वाला एक प्रकार का लम्बा बाजा।

विवाह के समय तुरहीवादक रह-रहकर तुरही बजा रहा था।
करनाई, तुरही, तुरुही, तूर्य, धूतुक, धूतूक, मंगलतूर्य

A brass musical instrument with a brilliant tone. Has a narrow tube and a flared bell and is played by means of valves.

cornet, horn, trump, trumpet

ଅର୍ଥ : ବଇଁଶୀ ବା ସାହାନାଇ ଭଳି ଏକ ପ୍ରକାର ପତଳା ଲମ୍ବା ବାଦ୍ୟ ଯନ୍ତ୍ର

ଉଦାହରଣ : ରମେଶ ତୂରୀ ବଜାଉଛି

ସମକକ୍ଷ : ତୂର


ଅନ୍ୟ ଭାଷାରେ ଅନୁବାଦ :

बाँसुरी या शहनाई की तरह का एक प्रकार का पतला लंबा बाजा।

रमेश तूती बजा रहा है।
तूती