ଅର୍ଥ : ସୁବାସିତ ପତ୍ରଯୁକ୍ତ ଗୋଟିଏ ବୁଦାଳିଆ ଗଛ ଯାହାକୁ ପବିତ୍ର ବୋଲି ବିଚାର କରାଯାଏ
ଉଦାହରଣ :
ତୁଳସୀ ପତ୍ରଗୁଡ଼ିକ ଔଷଧ ତିଆରିରେ ଲାଗେ
ସମକକ୍ଷ : ପବିତ୍ରା, ବୃନ୍ଦା, ମଞ୍ଜରିକ, ଶ୍ରୀମଂଜରୀ
ଅନ୍ୟ ଭାଷାରେ ଅନୁବାଦ :
पवित्र माना जाने वाला एक झाड़ जिसकी पत्तियों में गंध होती है।
तुलसी की पत्तियाँ औषध के काम में आती हैं।Any of several Old World tropical aromatic annual or perennial herbs of the genus Ocimum.
basilଅର୍ଥ : ରାମଙ୍କର ପରମଭକ୍ତ ଥିବା ଜଣେ ଭକ୍ତିକାଳୀନ ସନ୍ଥକବି
ଉଦାହରଣ :
ତୁଳସୀଦାସଙ୍କ ରଚିତ ରାମଚରିତମାନସ ବହୁତ ଲୋକପ୍ରିୟ
ସମକକ୍ଷ : ଗୋସ୍ୱାମୀ ତୁଳସୀଦାସ, ତୁଳସୀଦାସ
ଅନ୍ୟ ଭାଷାରେ ଅନୁବାଦ :
एक भक्तकालीन संतकवि जो राम के परम भक्त थे।
तुलसीदास रचित रामचरितमानस बहुत ही लोकप्रिय है।