ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁରନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁରନ୍ତ   କ୍ରିୟା ବିଶେଷଣ

ଅର୍ଥ : ଅତି ଶୀଘ୍ରରେ

ଉଦାହରଣ : ଚଞ୍ଚଳ ଏହି କାମ କରିଦିଅ

ସମକକ୍ଷ : ଅତିଶୀଘ୍ର, ଚଞ୍ଚଳ, ଚଟାପଟ୍‌, ଜଲ୍‌ଦି


ଅନ୍ୟ ଭାଷାରେ ଅନୁବାଦ :

ଅର୍ଥ : ଅତିଶୀଘ୍ର

ଉଦାହରଣ : ସ୍କୁଲ ପାଠପଢ଼ା ଶୀଘ୍ର କରିଦେବୁତ ମୁଁ ତୋତେ ବୁଲାଇବାକୁ ନେଇଯିବି

ସମକକ୍ଷ : ଜଲ୍‌ଦୀ, ବେଗି, ଶୀଘ୍ର


ଅନ୍ୟ ଭାଷାରେ ଅନୁବାଦ :

शीघ्रता से या बिना विलम्ब किए।

कक्षा कार्य जल्दी करोगे तो मैं तुम्हें घुमाने ले जाऊँगी।
डॉक्टर जल्द आपके घर पहुँच जाएँगे।
अचिर, अविलंब, अविलंबतः, अविलंबित, अविलम्ब, अविलम्बतः, अविलम्बित, आनन-फानन में, आशु, इकदम, इकदम से, एकदम, एकदम से, खड़े-खड़े, जल्द, जल्दी, जल्दी से, तत्काल, तत्क्षण, तुरंत, तुरन्त, तूर्ण, फ़ौरन, फौरन, बेगि, शिताब, शीघ्र, शीघ्रतः, सद्य, हाथा-हाथी, हाथों-हाथ

ତୁରନ୍ତ   ବିଶେଷଣ

ଅର୍ଥ : ଯେଉଁଥିରେ ବିଳମ୍ବ ହୁଏନାହିଁ

ଉଦାହରଣ : ତୁରନ୍ତ କଥାବାର୍ତ୍ତାମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇ ପାରିବ

ସମକକ୍ଷ : ଅବିଳମ୍ବ, ତ୍ୱରିତ, ଶୀଘ୍ର


ଅନ୍ୟ ଭାଷାରେ ଅନୁବାଦ :

जिसमें विलंब न हो या बिना विलंब का।

अविलंब वार्तालाप से इस समस्या का समाधान निकाला जा सकता है।
अविलंब, अविलम्ब

Performed with little or no delay.

An immediate reply to my letter.
A prompt reply.
Was quick to respond.
A straightaway denial.
immediate, prompt, quick, straightaway