ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁଣ୍ଡି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁଣ୍ଡି   ବିଶେଷ୍ୟ

ଅର୍ଥ : ବଳଦ ଆଦିଙ୍କ ମୁହଁରେ ବନ୍ଧା ଯାଉଥିବା ଜାଲ

ଉଦାହରଣ : କୃଷକ ହଳ ଯୋଚିବା ସମୟରେ ବଳଦ ମୁହଁରେ ତୁଣ୍ଡି ଲଗାଇ ଦେଲା ଯାହା ଫଳରେ ପାଖ ଖେତର ଫସଲର କ୍ଷତି ହେବନାହିଁ


ଅନ୍ୟ ଭାଷାରେ ଅନୁବାଦ :

गौ, बैल, घोड़े आदि के मुँह पर बाँधा जाने वाला जाल।

किसान ने हल जोतते समय बैलों के मुँह पर छींका लगा दिया ताकि वे बगल के खेत की फसल को नुकसान न पहुँचाएँ।
छींका, जाबा, जाबी, ताबू, मुसका, मोहरा, लगामी

A leather or wire restraint that fits over an animal's snout (especially a dog's nose and jaws) and prevents it from eating or biting.

muzzle

ଅର୍ଥ : ଗାଈ, ବଳଦ, ଘୋଡ଼ା ଆଦି କିଛି ଚରି ବା ଖାଇ ନ ପାରିବାପାଇଁ ସେମାନଙ୍କ ମୁହଁରେ ବନ୍ଧା ଯାଉଥିବା ଜାଲି

ଉଦାହରଣ : ତୁଣ୍ଡି ବନ୍ଧା ହୋଇଥିବାହେତୁ ବଳଦ କିଛି ଖାଇ ପାରୁ ନ ଥିଲା