ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗାଇବା ବଜାଇବାରେ ତାଳର ଧ୍ୟାନ ରଖୁ ନ ଥିବା
ଉଦାହରଣ : ସେ ବେତାଳିଆ ବଜାଳି, କେବଳ ଢୋଲକୁ ପିଟିବା ଜାଣେ
ସମକକ୍ଷ : ବେତାଳିଆ, ବେତାଳୁଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
गाने-बजाने में ताल का ध्यान न रखने वाला।
ଅର୍ଥ : ଯେଉଁଥିରେ ତାଳର ଠିକ ଏବଂ ସମ୍ପୂର୍ଣ୍ଣ ଧ୍ୟାନ ରହେନାହିଁ
ଉଦାହରଣ : ତାର ଗାଇବା-ବଜାଇବା ବେତାଳ
ସମକକ୍ଷ : ବେତାଳ
जिसमें ताल का ठीक और पूरा ध्यान न रहे।
ସଂସ୍ଥାପନ କରନ୍ତୁ