ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାଲା   ବିଶେଷ୍ୟ

ଅର୍ଥ : କବାଟ, ସିନ୍ଦୁକଆଦି ବନ୍ଦ କରିବାପାଇଁ କଡ଼ାରେ ଲଗା ଯାଉଥିବା ଧାତୁ ନିର୍ମିତ ଯନ୍ତ୍ର

ଉଦାହରଣ : ଚାବି ହଜିଯିବାରୁ ମୋତେ ବାକ୍ସରେ ଲାଗିଥିବା ତାଲା ଭାଙ୍ଗିବାକୁ ପଡ଼ିଲା


ଅନ୍ୟ ଭାଷାରେ ଅନୁବାଦ :

धातु का वह यंत्र जो किवाड़, संदूक आदि बंद करने के लिए कुंडी में लगाया जाता है।

चाबी खो जाने के कारण मुझे बक्से का ताला तोड़ना पड़ा।
तालक, ताला

A fastener fitted to a door or drawer to keep it firmly closed.

lock

ଅର୍ଥ : ବହୁମହଲା କୋଠାରେ ଉପର ତଳ ବିଚାରରେ ତିଆରି କରାଯାଇଥିବା ଘରର ସ୍ତର

ଉଦାହରଣ : ମୋ ଘର ସାତ ମହଲାରେ

ସମକକ୍ଷ : ମହଲା


ଅନ୍ୟ ଭାଷାରେ ଅନୁବାଦ :

बहुमंजिली इमारतों में ऊपर नीचे के विचार से बने मकान के स्तर।

मेरा घर सातवीं मंजिल पर है।
तल, तल्ला, फ्लोर, मंज़िल, मंजिल, महला, माला

A structure consisting of a room or set of rooms at a single position along a vertical scale.

What level is the office on?.
floor, level, storey, story