ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାତ୍ପର୍ଯ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାତ୍ପର୍ଯ୍ୟ   ବିଶେଷ୍ୟ

ଅର୍ଥ : କୌଣସି ପୂରା ତଥ୍ୟ, ପଦାର୍ଥ, କଥାଆଦି ସବୁ ତତ୍ତ୍ୱର ମୁଖ୍ୟ ଅଭିପ୍ରାୟ

ଉଦାହରଣ : ଶିକ୍ଷକ ବିଦ୍ୟାର୍ଥୀଙ୍କୁ କାହାଣୀର ସାରାଂଶ ଲେଖିବାକୁ କହିଲେ

ସମକକ୍ଷ : ଭାବାର୍ଥ, ସାରାଂଶ


ଅନ୍ୟ ଭାଷାରେ ଅନୁବାଦ :

किसी पूरे तथ्य, पदार्थ, कथन आदि के सब तत्वों आदि का मुख्य आशय।

शिक्षक ने विद्यार्थियों को कहानी का सारांश लिखने के लिए कहा।
खुलासा, तात्पर्य, निचोड़, भावार्थ, संक्षेप, सार, सारांश

A sketchy summary of the main points of an argument or theory.

abstract, outline, precis, synopsis

ଅର୍ଥ : ସେହି ଅଭିପ୍ରାୟ ବା ଉଦ୍ଦେଶ୍ୟ ଯାହା କୌଣସି ଶବ୍ଦ,ପଦ ବା ବାକ୍ୟଆଦିରୁ ବାହାରେ ଏବଂ ଯାହାକୁ ବୁଝାଇବପାଇଁ ସେ ଶବ୍ଦ ବା ପଦ ଲୋକରେ ପ୍ରଚଳିତ ହୁଏ

ଉଦାହରଣ : ବେଳେବେଳେ ସୁରଦାଶଙ୍କ ପଦର ଅର୍ଥ ବାହାର କରିବା କଷ୍ଟକର ହୋଇଥାଏ

ସମକକ୍ଷ : ଅଭିପ୍ରାୟ, ଅର୍ଥ, ଭାବ, ମାନେ


ଅନ୍ୟ ଭାଷାରେ ଅନୁବାଦ :

वह संकल्पना जो किसी शब्द, पद या वाक्य आदि से निकलता है और जिसका बोध कराने के लिए वह शब्द या पद लोक में प्रचलित होता है।

कभी-कभी सूरदास के पदों का अर्थ निकालना मुश्किल हो जाता है।
अंतर्भाव, अध्यवसान, अन्तर्भाव, अभिप्राय, अरथ, अर्थ, आकूत, आकूति, आशय, आसय, तात्पर्य, भाव, मतलब, माने, मायने

The idea that is intended.

What is the meaning of this proverb?.
meaning, substance