ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାଜିକିସ୍ତାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାଜିକିସ୍ତାନୀ   ବିଶେଷ୍ୟ

ଅର୍ଥ : ତାଜିକିସ୍ତାନର ମୂଳ ନିବାସୀ

ଉଦାହରଣ : ମୁଁ କେତେଜଣ ତାଜିକିସ୍ତାନୀଙ୍କୁ ଜାଣିଛି

ସମକକ୍ଷ : ତାଜିକିସ୍ତାନବାସୀ


ଅନ୍ୟ ଭାଷାରେ ଅନୁବାଦ :

तज़िकिस्तान का मूल निवासी।

कई तज़िकिस्तानियों को मैं जानता हूँ।
तज़िक, तज़िकिस्तान वासी, तज़िकिस्तान-वासी, तज़िकिस्तानी, तजिक, तजिकिस्तान वासी, तजिकिस्तान-वासी, तजिकिस्तानी

A native or inhabitant of Tajikistan and neighboring areas of Uzbekistan and Afghanistan and China.

tadzhik, tajik

ତାଜିକିସ୍ତାନୀ   ବିଶେଷଣ

ଅର୍ଥ : ତାଜିକିସ୍ତାନସହ ସମ୍ବନ୍ଧିତ ବା ତାଜିକିସ୍ତାନର

ଉଦାହରଣ : ସେ ତାଜିକିସ୍ତାନୀ ରୀତିନୀତି ଦେଖି ବିସ୍ମିତ ହୋଇଗଲା


ଅନ୍ୟ ଭାଷାରେ ଅନୁବାଦ :

तज़िकिस्तान से संबंधित या तज़िकिस्तान का।

वह तज़िकिस्तानी रहन-सहन देखकर दंग रह गया।
तज़िकिस्तानी, तजिकिस्तानी