ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତଳିବିଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତଳିବିଲ   ବିଶେଷ୍ୟ

ଅର୍ଥ : ଯେଉଁ ବିଲରେ ପ୍ରଥମେ ମଞ୍ଜି ବୁଣାଯାଏ ଏବଂ ତାକୁ ଉପାଡ଼ି ନେଇ ଅନ୍ୟ ବିଲରେ ରୋପଣ କରାଯାଏ

ଉଦାହରଣ : ମଜୁରିଆ ତଳିବିଲରୁ ତଳି ଉପାଡ଼ୁଛି


ଅନ୍ୟ ଭାଷାରେ ଅନୁବାଦ :

वह खेत जिसमें पहले बीज बोए जाते हैं और फिर उखाड़कर दूसरे खेत में रोपे जाते हैं।

मजदूर बियाड़ में बीया उखाड़ रहे हैं।
बियाड़

A bed where seedlings are grown before transplanting.

seedbed