ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧାନ ବିହନରୁ ପ୍ରସ୍ତୁତ ଗଛ ଯାହାକୁ ଉପାଡ଼ି ରୋପଣ କରାଯାଏ
ଉଦାହରଣ : ରୋଇବାପାଇଁ ଧାନ ତଳି ପ୍ରସ୍ତୁତ ହୋଇଗଲାଣି
ଅନ୍ୟ ଭାଷାରେ ଅନୁବାଦ :हिन्दी
धान आदि के बीज से तैयार वे पौधे जिसे उखाड़ कर रोपते हैं।
ଅର୍ଥ : କୌଣସି ବସ୍ତୁଆଦିର ତଳ ଭାଗ
ଉଦାହରଣ : ଏହି ବାସନର ତଳେ କଣା ଅଛି ମୋଚି ଜୋତାର ତଳି ବଦଳାଇଲା
ସମକକ୍ଷ : ତଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु आदि के नीचे का भाग।
The lowest part of anything.
ଅର୍ଥ : ଯେଉଁ ଛୋଟ ଗଛକୁ ଗୋଟିଏ ସ୍ଥାନରୁ ଉପାଡ଼ି ଅନ୍ୟ ସ୍ଥାନରେ ଲଗାଯାଏ
ଉଦାହରଣ : ସେ ଖେତରେ ଧାନ ତଳି ରୋଉଛନ୍ତି
ସମକକ୍ଷ : ଚାରା
वह छोटा पौधा जो एक जगह से हटाकर दूसरी जगह लगाया जाता है।
Young plant or tree grown from a seed.
ଅର୍ଥ : ଜଳାଶୟର ତଳ ଭୂମି
ଉଦାହରଣ : ଏହି ନଦୀର ତଳ ସଫା ଦେଖାଯାଉଛି
जलाशय के नीचे की भूमि।
A depression forming the ground under a body of water.
ସଂସ୍ଥାପନ କରନ୍ତୁ